ସରକାରଙ୍କ ନୂଆ କଟକଣା : ୟୁରୋପ,ବ୍ରିଟେନ, ତୁର୍କୀରୁ ଭାରତ ଆସିବା ମନା

ବର୍ଲିନ :ଏହି ଭାଇରସ ସଂକ୍ରମଣ ବଢିଚାଲିଥିବାରୁ ସରକାର ଆଜି ଆଉ କେତେକ କଟକଣା ଜାରି କରିଛନ୍ତି। ୟୁରୋପୀୟ ସଂଘ ଅଧିନରେ ଆସୁଥିବା ରାଷ୍ଟ୍ର, ବ୍ରିଟେନ ଓ ତୁର୍କୀରୁ ଆସୁଥିବା ଯାତ୍ରୀମାନଙ୍କୁ ଭାରତ ଆସିବା ମନା କରାଯାଇଛି। ଏସବୁ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ କୌଣସି ଏୟାରଲାଇନ୍ସ ଯାତ୍ରା କରାଇବେ ନାହିଁ। ମାର୍ଚ୍ଚ ୧୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ନିଷେଧାଜ୍ଞା ଜାରି ରହିବ। ୩୧ ପରେ ସ୍ଥିତିକୁ ଦୃଷ୍ଟିରେ ରଖି ସମୟସୀମା … Continue reading ସରକାରଙ୍କ ନୂଆ କଟକଣା : ୟୁରୋପ,ବ୍ରିଟେନ, ତୁର୍କୀରୁ ଭାରତ ଆସିବା ମନା